ಅರ್ಥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
							ಉದಾಹರಣೆ : 
							ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
							
ಸಮಾನಾರ್ಥಕ : ଏକମତ
ಅರ್ಥ : ସମସ୍ତଙ୍କର ସମ୍ମତି ବା ରାୟ
							ಉದಾಹರಣೆ : 
							ଏହି କାମ ସର୍ବସମ୍ମତିରେ କରାଗଲା
							
ಸಮಾನಾರ್ಥಕ : ସର୍ବସମ୍ମତି
ಇತರ ಭಾಷೆಗಳಿಗೆ ಅನುವಾದ :
Everyone being of one mind.
unanimity