ಅರ್ಥ : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
							ಉದಾಹರಣೆ : 
							ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
							
ಸಮಾನಾರ್ಥಕ : ବାରି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ କର୍ମଚାରୀ ବା କର୍ମଚାରୀଦଳ ଆସି କାର୍ଯ୍ୟ କରନ୍ତି
							ಉದಾಹರಣೆ : 
							ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
							ಉದಾಹರಣೆ : 
							ଏବେ ରାମର ପାଳି
							
ಇತರ ಭಾಷೆಗಳಿಗೆ ಅನುವಾದ :