ಅರ್ಥ : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
							ಉದಾಹರಣೆ : 
							ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
							
ಸಮಾನಾರ್ಥಕ : ପାଦରଖା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
							ಉದಾಹರಣೆ : 
							ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
							
ಸಮಾನಾರ್ಥಕ : ପାଦରଖା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ରଖିବାର ଆସନ
							ಉದಾಹರಣೆ : 
							ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
							
ಸಮಾನಾರ್ಥಕ : ପାଦରଖା
ಇತರ ಭಾಷೆಗಳಿಗೆ ಅನುವಾದ :