ಅರ್ಥ : ଲୁଣ ପକାଇ ରନ୍ଧାଯାଇଥିବା ଭାତ ଯାହା ସାଧାରଣ ଭାତଠାରୁ ଅଧିକ ନରମ ହୋଇଥାଏ (ବିଶେଷକରି ଆମାଶୟ ରୋଗୀପାଇଁ)
							ಉದಾಹರಣೆ : 
							ବୈଦ୍ୟ ପଥି ଭାବରେ ତାଙ୍କୁ ନରମଭାତ ଖାଇବାକୁ କହିଲେ
							
ಸಮಾನಾರ್ಥಕ : ଦୋରନ୍ଧାଭାତ
ಇತರ ಭಾಷೆಗಳಿಗೆ ಅನುವಾದ :
नमक डालकर उबाला हुआ चावल जो भात से अधिक गीला हो (विशेषकर पेचिश के रोगी के लिए )।
बैद्यजी ने पथ्य के रूप में उसे गुलत्थी खाने के लिए कहा।