ಅರ್ಥ : ଧାର୍ମିକ ବିଚାର ଅନୁଯାୟୀ ଯେଉଁ ଜାଗାକୁ ଦଣ୍ଡ ଭୋଗିବାପାଇଁ ପାପୀ ବା ଦୁରାଚାରୀଙ୍କ ଆତ୍ମାକୁ ପଠାଯାଏ
							ಉದಾಹರಣೆ : 
							ମଲା ପରେ ପାପୀ ନର୍କକୁ ଯାଏ
							
ಸಮಾನಾರ್ಥಕ : ନର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଣେ ଅସୁର
							ಉದಾಹರಣೆ : 
							ନରକ ବିପ୍ରଚିତ୍ତିର ପୁଅ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ଖରାପ ଓ କଷ୍ଟଦାୟକ ସ୍ଥାନ
							ಉದಾಹರಣೆ : 
							ଆତଙ୍କବାଦୀଙ୍କ ଅକ୍ତିଆରରେ ଆସିବାପରେ ହିଁ ଏହି ସହର ଆମପାଇଁ ନରକ ହୋଇଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :