ಅರ್ಥ : ଯେଉଁ ପଦାର୍ଥ ନିଆଁଦ୍ବାରା ଦହକି ଉଠେ
							ಉದಾಹರಣೆ : 
							ଲାଖ, ବାରୁଦ ଆଦି ଆଗ୍ନେୟ ଶ୍ରେଣୀର ଅନ୍ତର୍ଗତ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଦେବତା ଅଗ୍ନି
							ಉದಾಹರಣೆ : 
							ଆଗ୍ନେୟ ଯଜ୍ଞରେ ଦିଆଯାଇଥିବା ଆହୁତି ଅଗ୍ନି ଦେବତାଙ୍କୁ ମିଳେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଗ୍ନି ସମ୍ବନ୍ଧିତ ବା ଅଗ୍ନିର
							ಉದಾಹರಣೆ : 
							ଆତଙ୍କବାଦୀମାନେ ଆଗ୍ନେୟ ଅସ୍ତ୍ରସହ ପ୍ରସ୍ତୁତ ଥିଲେ
							
ಸಮಾನಾರ್ಥಕ : ଅଗ୍ନିକ
ಇತರ ಭಾಷೆಗಳಿಗೆ ಅನುವಾದ :
Capable of catching fire spontaneously or causing fires or burning readily.
An incendiary agent.