ಅರ್ಥ : ଯେଉଁ ଭୂମି ସମତଳ ନୁହେଁ
							ಉದಾಹರಣೆ : 
							ଅସମତଳ ଭୂମିକୁ ଚାଷ କରିବା କଷ୍ଟକର
							
ಸಮಾನಾರ್ಥಕ : ଆବୁଡ଼ା ଖାବୁଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
							ಉದಾಹರಣೆ : 
							ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
							
ಸಮಾನಾರ್ಥಕ : ଅଙ୍କାବଙ୍କା, ଖାଲଢ଼ିପ
ಇತರ ಭಾಷೆಗಳಿಗೆ ಅನುವಾದ :