अर्थ : ଯେ ବ୍ୟକ୍ତି ସହରରେ ବାସ କରେ ବା ରୁହେ
							उदाहरण : 
							ଜଣେ ସହରୀ ବୁଲିବାପାଇଁ ଆମ ଗାଁକୁ ଆସିଛନ୍ତି
							
अन्य भाषाओं में अनुवाद :
अर्थ : ଯେ ନଗରରେ ବାସ କରନ୍ତି ବା ନଗରରେ ରହନ୍ତି
							उदाहरण : 
							ସହରୀ ଲୋକ ଗ୍ରାମୀଣମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ହୋଇଥାନ୍ତି
							
पर्यायवाची : ଟାଉନିଆ, ନଗର ନିବାସୀ, ନଗର ବାସୀ, ସହରିଆ
अन्य भाषाओं में अनुवाद :
अर्थ : ନଗର କିମ୍ବା ସହର ସହ ସମ୍ବନ୍ଧିତ
							उदाहरण : 
							ସେ ସହରୀ ଜୀବନ ପସନ୍ଦ କରେନାହିଁ
							
पर्यायवाची : ନଗରୀୟ
अन्य भाषाओं में अनुवाद :