अर्थ : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
							उदाहरण : 
							ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
							
पर्यायवाची : ଆଦର କରିବା, ସ୍ନେହ କରିବା
अन्य भाषाओं में अनुवाद :
अर्थ : ପ୍ରେମ ପ୍ରକଟ କରିବା
							उदाहरण : 
							ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
							
पर्यायवाची : ଭଲ ପାଇବା, ସ୍ନେହ କରିବା
अन्य भाषाओं में अनुवाद :