अर्थ : ମିଥ୍ୟା ଜଳାଭାସ ଯାହା କେବେକେବେ ମରୁଭୂମିରେ ବହୁତ ଖରାହେତୁ ହୋଇଥାଏ
							उदाहरण : 
							ଗ୍ରୀଷ୍ମଦିନେ ମରୁଭୂମିରେ ମୃଗତୃଷ୍ଣାର ଆଭାସ ମିଳେ
							
पर्यायवाची : ମରୀଚିକା, ମୃଗମରୀଚିକା
अन्य भाषाओं में अनुवाद :
An optical illusion in which atmospheric refraction by a layer of hot air distorts or inverts reflections of distant objects.
mirage