अर्थ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							उदाहरण : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
अन्य भाषाओं में अनुवाद :
अर्थ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							उदाहरण : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
पर्यायवाची : ମୁଠି
अन्य भाषाओं में अनुवाद :
अर्थ : ଚାପିବା, କଷିବା ଆଦିର ଉପକରଣ
							उदाहरण : 
							ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
							
पर्यायवाची : ଚାପୁଆଣି
अन्य भाषाओं में अनुवाद :
अर्थ : ଧରିବାର କାର୍ଯ୍ୟ
							उदाहरण : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
अन्य भाषाओं में अनुवाद :