अर्थ : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
							उदाहरण : 
							ଆଜି ମୁଁ ଚାବି ଘରେ ଭୁଲି ଆସିଛି
							
पर्यायवाची : ଛାଡ଼ିବା
अन्य भाषाओं में अनुवाद :
अर्थ : ଭୁଲିବା ଅବସ୍ଥାକୁ ଆସିବା ବା କାମ ଆଦିରେ ଲାଗିଯିବାହେତୁ ଶାନ୍ତ ହେବା
							उदाहरण : 
							ପିଲାମାନେ ମିଠାକଥାରେ ସହଜରେ ଭୁଲିଯାନ୍ତି
							
अन्य भाषाओं में अनुवाद :
Cause someone to believe an untruth.
The insurance company deceived me when they told me they were covering my house.