अर्थ : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
							उदाहरण : 
							ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
							
पर्यायवाची : ବିଶେଷତା
अन्य भाषाओं में अनुवाद :
A distinguishing quality.
characteristicअर्थ : ଏପରି ଗୁଣ, ଜ୍ଞାନ, ଅନୁଭବ, ଯୋଗ୍ୟତା ଓ କୁଶଳତା ଆଦି ଯାହା କାହାର କୌଣସି ପଦ, ସ୍ଥିତି, ଓ ପେଷା ଆଦି ପାଇଁ ଉପଯୁକ୍ତ ସିଦ୍ଧ ହୁଏ
							उदाहरण : 
							ଭଲ ପଦ ପାଇଁ ବିଶିଷ୍ଟତା ଆବଶ୍ୟକ
							
पर्यायवाची : ଯୋଗ୍ୟତା