अर्थ : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
							उदाहरण : 
							ତାଙ୍କ ଭାଇ ଆମେରିକାରେ ରହନ୍ତି
							
पर्यायवाची : ରହିବା
अन्य भाषाओं में अनुवाद :
अर्थ : କାହାରି ଘରେ ଦୀର୍ଘସମୟ ଧରି ରହିବା
							उदाहरण : 
							ସେ ଏଠାରେ କେତେମାସହେଲା ରହୁଛି
							
पर्यायवाची : ଅବସ୍ଥାନକରିବା, ରହିବା
अन्य भाषाओं में अनुवाद :
अर्थ : (ଜୀବନଯାପନ କରିବାପାଇଁ) ନିବାସ କରିବା
							उदाहरण : 
							ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
							
पर्यायवाची : ବସବାସକରିବା, ରହିବା
अन्य भाषाओं में अनुवाद :