अर्थ : ଆଞ୍ଚରେ ସେକି ତିଆରି କରାଯାଉଥିବା ଏକ ପ୍ରକାରର ମୋଟା ଗୋଲ ରୁଟି
							उदाहरण : 
							ସେ ଡାଲି ଓ ବାଟି ଖାଉଛି
							
अन्य भाषाओं में अनुवाद :
अर्थ : ମାଟି, କାଚଆଦିର ଛୋଟ ଛୋଟ ଗୋଲି ଯେଉଁଥିରେ ପିଲାମାନେ ଖେଳନ୍ତି
							उदाहरण : 
							ପିଲାମାନେ ଗୁଲି ଖେଳୁଛନ୍ତି
							
अन्य भाषाओं में अनुवाद :
A small ball of glass that is used in various games.
marble