अर्थ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							उदाहरण : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
पर्यायवाची : ବିତାଡ଼ିତ
अर्थ : ଯାହାକୁ ବାହାର କରିଦିଆ ଯାଇଛି
							उदाहरण : 
							ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
							
पर्यायवाची : ବାହାର କରାଯାଇଥିବା
अन्य भाषाओं में अनुवाद :
अर्थ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							उदाहरण : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
पर्यायवाची : ବିତାଡ଼ିତ
अन्य भाषाओं में अनुवाद :
अर्थ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							उदाहरण : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
पर्यायवाची : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
अन्य भाषाओं में अनुवाद :
अर्थ : ବହିଷ୍କାର କରାଯାଇଥିବା
							उदाहरण : 
							ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା