अर्थ : ଜୋରରେ ଭଡ଼ଭଡ଼ ବା ବକବକ ହେବା
							उदाहरण : 
							କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
							
पर्यायवाची : ବୃଥାରେ ଗପିବା
अन्य भाषाओं में अनुवाद :
अर्थ : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
							उदाहरण : 
							ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
							
पर्यायवाची : ବକବକ କରିବା
अन्य भाषाओं में अनुवाद :