अर्थ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
							उदाहरण : 
							ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
							
पर्यायवाची : ଖୁଚୁରାବେପାରୀ, ବୁଲାବିକାଳୀ, ବୁଲାବେପାରୀ
अन्य भाषाओं में अनुवाद :
अर्थ : ବୁଲିବୁଲି ସଉଦା ବିକୁଥିବା ବ୍ୟକ୍ତି
							उदाहरण : 
							ଫେରିବାଲାର ଶବ୍ଦ ଶୁଣି ପିଲାମାନେ ଘରୁ ବାହାରକୁ ଦୌଡ଼ି ଆସିଲେ
							
अन्य भाषाओं में अनुवाद :