अर्थ : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
							उदाहरण : 
							ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
							
पर्यायवाची : ପରିବାର ବର୍ଗ
अन्य भाषाओं में अनुवाद :
अर्थ : ଗୋଟିଏ ଘରର ଲୋକ
							उदाहरण : 
							ମୋର ପରିବାର ଏକାଠି ବସି ଖାଆନ୍ତି
							
पर्यायवाची : କୁଟୁମ୍ବ
अन्य भाषाओं में अनुवाद :
अर्थ : ଗୋଟିଏ ପୁରୁଷର ବଂଶଜ
							उदाहरण : 
							ତାଙ୍କ ପରିବାରରେ ଏକତା ଅଛି
							
अन्य भाषाओं में अनुवाद :
अर्थ : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
							उदाहरण : 
							ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
							
अन्य भाषाओं में अनुवाद :