अर्थ : କବାଟ, ସିନ୍ଦୁକଆଦି ବନ୍ଦ କରିବାପାଇଁ କଡ଼ାରେ ଲଗା ଯାଉଥିବା ଧାତୁ ନିର୍ମିତ ଯନ୍ତ୍ର
							उदाहरण : 
							ଚାବି ହଜିଯିବାରୁ ମୋତେ ବାକ୍ସରେ ଲାଗିଥିବା ତାଲା ଭାଙ୍ଗିବାକୁ ପଡ଼ିଲା
							
अन्य भाषाओं में अनुवाद :
A fastener fitted to a door or drawer to keep it firmly closed.
lockअर्थ : ବହୁମହଲା କୋଠାରେ ଉପର ତଳ ବିଚାରରେ ତିଆରି କରାଯାଇଥିବା ଘରର ସ୍ତର
							उदाहरण : 
							ମୋ ଘର ସାତ ମହଲାରେ
							
पर्यायवाची : ମହଲା
अन्य भाषाओं में अनुवाद :