अर्थ : ଛୋଟଛୋଟ କଥାରେ ବିଗିଡ଼ିବା
							उदाहरण : 
							ମାଆ ଆଜିକାଲି ବହୁତ ଚିଡ଼ିଚିଡ଼ା ହେଉଛନ୍ତି
							
पर्यायवाची : ଚିଡ଼ିଚିଡ଼ା ହେବା, ଚିଡ଼ିଚିଡ଼ି ହେବା, ବିରକ୍ତ ହେବା
अन्य भाषाओं में अनुवाद :
अर्थ : ଦୁଃଖୀ ହୋଇ କ୍ରୋଧ କରିବା
							उदाहरण : 
							ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
							
पर्यायवाची : ଅସନ୍ତୁଷ୍ଟ ହେବା, କୋପ କରିବା, ଚିଡ଼ିଚିଡ଼ି ହେବା
अन्य भाषाओं में अनुवाद :
Feel extreme irritation or anger.
He was chafing at her suggestion that he stay at home while she went on a vacation.