अर्थ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
							उदाहरण : 
							ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
							
पर्यायवाची : କୁଳା, କୁଳୁକୁଞ୍ଚା
अन्य भाषाओं में अनुवाद :
अर्थ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
							उदाहरण : 
							କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
							
पर्यायवाची : କୁଳୁକୁଞ୍ଚା
अन्य भाषाओं में अनुवाद :