अर्थ : ବଂଶରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି
							उदाहरण : 
							ରାମ ରଘୁବଂଶର କୁଳଭୂଷଣ ଥିଲେ
							
पर्यायवाची : କୁଳଚୂଡ଼ାମଣି, କୁଳଭୂଷଣ, କୁଳଶ୍ରେଷ୍ଠ
अन्य भाषाओं में अनुवाद :
अर्थ : ନିଜ କୁଳ, ଜାତି, ପରିବାର ଆଦିର କୀର୍ତ୍ତି, ଯଶ ବା ଶୋଭା ବଢ଼ାଉଥିବା ବ୍ୟକ୍ତି
							उदाहरण : 
							କୁଳତିଳକ ସାରା ସମାଜପାଇଁ ପ୍ରେରକ ହୁଅନ୍ତି
							
पर्यायवाची : ବଂଶଗୌରବବର୍ଦ୍ଧକ
अन्य भाषाओं में अनुवाद :