अर्थ : ମୋଟା କାଗଜରେ ତିଆରି ନଳି ଯେଉଁଥିରେ ଗୁଳି ତଥା ବାରୁଦ ଭର୍ତ୍ତିହୋଇଥାଏ
							उदाहरण : 
							ସିପାହୀ ଗୁଳିଚାଳନା କରିବାପାଇଁ ରାଇଫଲରେ କାରତୁସ ଭର୍ତ୍ତିକରୁଛି
							
पर्यायवाची : ଟୋଟା
अन्य भाषाओं में अनुवाद :
Ammunition consisting of a cylindrical casing containing an explosive charge and a bullet. Fired from a rifle or handgun.
cartridge