अर्थ : ବହୁ ତାଲାବିଶିଷ୍ଟ ଅଟ୍ଟାଳିକା ବା ଯେଉଁ ଅଟ୍ଟାଳିକା ବହୁଭାଗରେ ବିଭକ୍ତ
							उदाहरण : 
							ମୁମ୍ବାଇରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଭରପୂର
							
पर्यायवाची : ବହୁ ତଳ ବିଶିଷ୍ଟ ଅଟ୍ଟାଳିକା
अन्य भाषाओं में अनुवाद :
कई खंडों में बँटा भवन या वह भवन जिसमें कई खंड हों।
मुम्बई में बहुमंजिली इमारतों की भरमार है।अर्थ : ବହୁତଳ ପ୍ରାସାଦର କୌଣସି ତାଲାରେ ବିଶେଷ ରୂପେ ନିର୍ମିତ କିଛିଘରରୁ ଗୋଟିଏ ଘର ଯେଉଁଥିରେ ଏକରୁ ଅଧିକ କୋଠରିଥାଏ
							उदाहरण : 
							ମୋର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ରହିଛି
							
पर्यायवाची : ଆପାର୍ଟମେଂଟ, ଫ୍ଳାଟ୍