अर्थ : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
							उदाहरण : 
							ସେ ଭୋଜନ ପରେ ଭଲଭାବେ ଆଚମନ କଲେ
							
पर्यायवाची : ହସ୍ତମୁଖାଦି ପ୍ରକ୍ଷାଳନ କରିବା
अन्य भाषाओं में अनुवाद :
अर्थ : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
							उदाहरण : 
							ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
							
अन्य भाषाओं में अनुवाद :