अर्थ : ଜିଭରେ ଚାଟିବା କ୍ରିୟା ବା ଭାବ
							उदाहरण : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
पर्यायवाची : ଚାଟିବା
अन्य भाषाओं में अनुवाद :
अर्थ : ଚାଟିବା ଯୋଗ୍ୟ
							उदाहरण : 
							ମଧୁବାଣୀ କାଶର ଏକ ଅବଲେହନ ଔଷଧ
							
पर्यायवाची : ଚାଟିବା ଯୋଗ୍ୟ
अन्य भाषाओं में अनुवाद :