अर्थ : ହୋଲିର ଦିନକ ଆଗରୁ ଜଳାଯାଉଥିବା କାଠଗଦା ଆଦି
							उदाहरण : 
							ହୋଲି ଜଳାଇବାପାଇଁ ଗାଁର ସବୁଲୋକ ଏକାଠି ହୋଇଗଲେ
							
पर्यायवाची : ହୋଲିକା
अन्य भाषाओं में अनुवाद :
अर्थ : ରଙ୍ଗୋତ୍ସବ ବା ହୋଲି ପାଳନ କରାଯାଉଥିବା ଦିନ
							उदाहरण : 
							ହୋଲିରେ ଭଗବାନଙ୍କୁ ପୂଜାକରି ମାତା-ପିତାଙ୍କର ଆଶୀର୍ବାଦ ନେବା ଉଚିତ
							
अर्थ : ଫାଲଗୁନ ପୂର୍ଣ୍ଣିମାରେ ହେଉଥିବା ହିନ୍ଦୁମାନଙ୍କର ଏକ ଉତ୍ସବ ଯେଉଁଥିରେ ନିଆଁ ଜଳାଯାଏ ଏବଂ ତା ପରଦିନ ଜଣେ ଅନ୍ୟ ଉପରେ ରଙ୍ଗ, ଅବିର ଆଦି ଫିଙ୍ଗନ୍ତି
							उदाहरण : 
							ଭାରତରେ ହୋଲି ଧୁମଧାମରେ ପାଳିତ ହୁଏ
							
पर्यायवाची : ହୋରି
अन्य भाषाओं में अनुवाद :
हिंदुओं का एक प्रसिद्ध त्योहार जिसमें फाल्गुन की पूर्णिमा की रात को आग जलाते हैं तथा दूसरे दिन एक-दूसरे पर रंग, अबीर, आदि छिड़कते हैं।
भारत में होली धूमधाम से मनाई जाती है।A day or period of time set aside for feasting and celebration.
festivalअर्थ : ଯେଉଁ ହିନ୍ଦୁ ପର୍ବରେ ହୋଲି ଜଳିବାର ଦ୍ବିତୀୟ ଦିନ ଚୈତ ବଦୀ ଜଣଙ୍କୁ ହୁଏ ଏବଂ ଯେଉଁଥିରେ ସକାଳେ ଲୋକମାନେ ପରସ୍ପର ଉପରକୁ କାଦୁଅ, ଧୁଳି ଏବଂ ସଂଦ୍ଧ୍ୟାବେଳେ ଅବିର ଫିଙ୍ଗାଫିଙ୍ଗି ହୁଅନ୍ତି
							उदाहरण : 
							ହୋଲିଦିନ ଲୋକେ ପୁରୁଣା ଶତ୍ରୁତାକୁ ଭୁଲି ବାହୁରେ ଆଲିଙ୍ଗନ ହୁଅନ୍ତି
							
पर्यायवाची : ରଙ୍ଗପର୍ବ, ରଙ୍ଗୋତ୍ସବ
अन्य भाषाओं में अनुवाद :
A day or period of time set aside for feasting and celebration.
festival