अर्थ : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
							उदाहरण : 
							ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ  ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
							
अन्य भाषाओं में अनुवाद :
अर्थ : ସଭା-ସଂସ୍ଥା ବା ଘଟଣା ଆଦିର ଯେଉଁ ବିବରଣୀକୁ ସୂଚନା ଦେବା ନିମନ୍ତେ କାହାରିକୁ ପଠାଯାଏ
							उदाहरण : 
							ଡାକ୍ତର ରୋଗୀର ରୋଗ ବିବରଣିକାକୁ ଦେଖୁଛନ୍ତି
							
पर्यायवाची : ବିବରଣିକା
अन्य भाषाओं में अनुवाद :
A written document describing the findings of some individual or group.
This accords with the recent study by Hill and Dale.