अर्थ : ଏକ ତିନିକୋଣିଆ,ଛୋଟ ଶିରୋଭୁଷଣ ଯାହା ବିବାହ ସମୟରେ କନ୍ୟା ମୁଣ୍ଡରେ ବନ୍ଧାଯାଏ
							उदाहरण : 
							ବିବାହ ମଣ୍ଡପରେ ବସିଥିବା କନ୍ୟାର  ମୁଣ୍ଡରେ ମୁକୁଟ ଶୋଭା ପାଉଥିଲା
							
पर्यायवाची : ଟୋପର
अन्य भाषाओं में अनुवाद :
अर्थ : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
							उदाहरण : 
							ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
							
अन्य भाषाओं में अनुवाद :