अर्थ : ପିଠି ହଠାତ୍ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ
							उदाहरण : 
							ପୀଡ଼ା ହେବାରୁ ସେ ଛଟପଟ ହେଲା
							
अन्य भाषाओं में अनुवाद :
अर्थ : ରହିରହି ହେଉଥିବା କଷ୍ଟ
							उदाहरण : 
							ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
							
अन्य भाषाओं में अनुवाद :
अर्थ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
							उदाहरण : 
							ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
							
पर्यायवाची : ଦରଜ