अर्थ : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ
							उदाहरण : 
							ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ
							
पर्यायवाची : ଖଲିପତ୍ର
अन्य भाषाओं में अनुवाद :
अर्थ : କାଗଜ ଭଳି ପତଳା ଧାତୁର ଫଳକ
							उदाहरण : 
							ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ
							
अन्य भाषाओं में अनुवाद :
अर्थ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ
							उदाहरण : 
							ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
							
पर्यायवाची : କାର୍ଡ଼୍
अन्य भाषाओं में अनुवाद :
अर्थ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
							उदाहरण : 
							ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
							
अन्य भाषाओं में अनुवाद :