अर्थ : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି
							उदाहरण : 
							ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ
							
पर्यायवाची : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ
अर्थ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
							उदाहरण : 
							ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
							
अन्य भाषाओं में अनुवाद :