अर्थ : ବାରମ୍ବାର ଛେପ କାଢ଼ିବା
							उदाहरण : 
							ତମାଖୁ ଖାଇ ସେ ଥୁଥୁ କରୁଥିଲା
							
पर्यायवाची : ଛେପ ପକାଇବା, ଥୁକିବା, ଥୁଥୁ କରିବା
अन्य भाषाओं में अनुवाद :
अर्थ : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
							उदाहरण : 
							ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା  ସେ ଚୁପଚାପ ଔଷଧକୁ ଥୁକିଦେଲା
							
पर्यायवाची : ଛେପ କାଢ଼ିବା, ଛେପ ପକାଇବା, ଥୁକିବା, ଥୁତ୍କାର କରିବା
अन्य भाषाओं में अनुवाद :