अर्थ : ଜାହାଜର କର୍ମଚାରୀମାନଙ୍କ ଦରମା ବଣ୍ଟନ କରୁଥିବା ଅଧିକାରୀ ବା ଜାହାଜର କୋଷାଧ୍ୟକ୍ଷ
							उदाहरण : 
							ଆଜି ଜାହାଜ କୋଷାଧ୍ୟକ୍ଷ ଛୁଟିରେ ଅଛନ୍ତି
							
पर्यायवाची : ଜାହାଜ କୋଷାଧ୍ୟକ୍ଷ, ଜାହାଜ ଖାଜାଞ୍ଚି
अन्य भाषाओं में अनुवाद :
An officer aboard a ship who keeps accounts and attends to the passengers' welfare.
purser