अर्थ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
							उदाहरण : 
							ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
							
अन्य भाषाओं में अनुवाद :
A landowner who leases to others.
landlordअर्थ : ମଧ୍ୟଯୁଗରେ ଏକ ଶକ୍ତିଶାଳୀ ସର୍ଦ୍ଦାର
							उदाहरण : 
							ଏକ ସମୟରେ ସାମନ୍ତମାନଙ୍କର ଅନେକ ପ୍ରଭାବ ଥିଲା
							
पर्यायवाची : ସାମନ୍ତ
अन्य भाषाओं में अनुवाद :