अर्थ : ଯେଉଁ ସ୍ଥାନରେ ଚାରୋଟି ଗାଁର ସୀମା ମିଶିଥାଏ
							उदाहरण : 
							ଏହି ମନ୍ଦିର ହିଁ ଏ ଚାରି ଗାଁର ଚାରିଦୋସମାଳୀ
							
पर्यायवाची : ଚାରିଦୋସମାଳୀ
अन्य भाषाओं में अनुवाद :
अर्थ : ଯେଉଁ ସ୍ଥାନରେ ଚାରୋଟି ଗ୍ରାମର ସୀମା ମିଶିଛି
							उदाहरण : 
							କେହିଜଣେ ଗୁଣିଗାରେଡ଼ି କରି ସିନ୍ଦୁର,ଚୂଡ଼ି,ଟିକିଲି,କଳାକନା ଆଦି ଚାରିଛକିରେ ରଖିଦେଇଛି
							
पर्यायवाची : ଚାରିଛକ
अन्य भाषाओं में अनुवाद :