अर्थ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
							उदाहरण : 
							ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
							
पर्यायवाची : ବଡ଼ଚୁଲି
अन्य भाषाओं में अनुवाद :
अर्थ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							उदाहरण : 
							ସେ ଚୁଲିରେ ଚା’ ବସେଇଛି
							
पर्यायवाची : ଚୁଲା, ଚୁଲି, ରନ୍ଧନଗର୍ତ୍ତ
अन्य भाषाओं में अनुवाद :