अर्थ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
							उदाहरण : 
							ଏକ ଆଉ ଏକ  ମିଶି ଦୁଇ ହୁଏ
							
पर्यायवाची : ୧
अन्य भाषाओं में अनुवाद :
अर्थ : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ
							उदाहरण : 
							ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
							
अन्य भाषाओं में अनुवाद :
अर्थ : ମାତ୍ର ଗୋଟିଏ
							उदाहरण : 
							ଶୀଳା ତାଙ୍କର ଏକମାତ୍ର ସନ୍ତାନ  ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
							
पर्यायवाची : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର
अन्य भाषाओं में अनुवाद :