अर्थ : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
							उदाहरण : 
							ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
							
पर्यायवाची : ସନ୍ତସନ୍ତିଆ ଅବସ୍ଥା
अन्य भाषाओं में अनुवाद :
अर्थ : ଓଦା ହେବାର କ୍ରିୟା ବା ଭାବ
							उदाहरण : 
							ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା
							
पर्यायवाची : ଓଦା ପଣଅବସ୍ଥା, ସିକ୍ତତା