Meaning : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
							Example : 
							ଯୁଗ କୀଳକରେ ଯୋଚା ହୋଇଥିବା ପଶୁ  ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
							
Translation in other languages :
Meaning : ସନ୍ୟାସିନୀ ବା ସନ୍ୟାସୀ ରହୁଥିବା ଛୋଟ ବଖରା
							Example : 
							ସନ୍ୟାସିନୀ ସେଲର ବାହାରେ ବସି ଚିନ୍ତା କରୁଛନ୍ତି
							
Synonyms : ମଠ-କକ୍ଷ
Translation in other languages :