Meaning : ହୋସିଆର ବା ସାବଧାନ ରହିବା
							Example : 
							ଜଙ୍ଗଲରେ ଯାଉଥିବା ସମୟରେ ତୁମେ ଜଙ୍ଗଲୀ ପଶୁମାନଙ୍କଠାରୁ ଜଗିକି ରହିବ
							
Synonyms : ଜଗିକି ରହିବା, ସମ୍ଭାଳିକି ରହିବା
Translation in other languages :
होशियार या सावधान होना।
मैं आपको चेतावनी देता हूँ अब आप सावधान हो जाइए।Meaning : କାହାର ଆଶ୍ରୟରେ ଅଟକି ରହିବା
							Example : 
							ଏହି ଖମ୍ବ ସହାୟତାରେ ଏହି ଛାତ ସମ୍ଭାଳି ରହିଛି
							
Synonyms : ଆଶ୍ରୟ ନେବା, ସମ୍ଭାଳି ରହିବା
Translation in other languages :