Meaning : ସମ୍ବେଦନଶୀଳ ହେବାର ଅବସ୍ଥା ବା ଭାବ
							Example : 
							ସରକାର ଲୋକଙ୍କ ସମସ୍ୟା ଗୁଡ଼ିକର ନିରାକରଣ ସମ୍ବେଦନଶୀଳତା ସହିତ କରିବା ଆବଶ୍ୟକ
							
Translation in other languages :
संवेदनशील होने की अवस्था या भाव।
सरकार को जनता की समस्याओं का निराकरण संवेदनशीलता के साथ करना चाहिए।