Meaning : ସ୍ୱାସ୍ଥ ଖରାପ କରୁଥିବା ଗତିବିଧିଗୁଡ଼ିକଠାରୁ ରକ୍ଷା ପାଇବାର କ୍ରିୟା ଯାହା ଖାଇବା ପିଇବାଆଦିରେ ସଂଜମ
							Example : 
							ମଧୁମେୟ ରୋଗୀକୁ ମିଠାଯୁକ୍ତ ପଦାର୍ଥଗୁଡ଼ିକଠାରୁ ସଂଜମ ରହିବା ଦରକାର
							
Synonyms : ମିତାଚାର
Translation in other languages :
Act or practice of refraining from indulging an appetite.
abstinence