Meaning : ଧଳା ବସ୍ତ୍ର ଧାରଣ କରିଥିବା ଜୈନ ସାଧୁ
							Example : 
							ଏଠାରେ ଏବେ ଶ୍ୱେତାମ୍ବରମାନଙ୍କ ବୈଠକ ଚାଲିଛି
							
Synonyms : ଶ୍ୱେତାମ୍ବର ସାଧୁ
Translation in other languages :
श्वेत वस्त्र धारण करने वाले जैन साधु।
यहाँ अभी श्वेतांबरों की बैठक चल रही है।Meaning : ଧଳା ରଙ୍ଗର ଲୁଗା
							Example : 
							ମହାତ୍ମାଜୀ ଶ୍ୱେତାମ୍ବର ଧାରଣ କରିଥିଲେ
							
Synonyms : ଶ୍ୱେତବସ୍ତ୍ର
Translation in other languages :