Meaning : ମୁଣ୍ଡରେ ପିନ୍ଧା ଯାଉଥିବା ଗହଣା
							Example : 
							ଆଜିକାଲି ସ୍ତ୍ରୀଲୋକମାନେ ଅନେକ ପ୍ରକାର ଶିରୋଭୂଷଣ ଧାରଣ କରୁଛନ୍ତି
							
Translation in other languages :
Meaning : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
							Example : 
							ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
							
Translation in other languages :