Meaning : ଶାଖାରୁ ବାହାରିଥିବା ଛୋଟ ଶାଖା
							Example : 
							ସେ ଗଛର ଏକ  ଶାଖା ଭାଙ୍ଗିଦେଲା
							
Translation in other languages :
Meaning : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
							Example : 
							ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
							
Synonyms : ଡାଳ
Translation in other languages :
Meaning : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
							Example : 
							ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
							
Translation in other languages :