Meaning : ଯାହାର ଲାଳସା ଅଛି
							Example : 
							ମନୋହର ବହୁତ ବଡ଼ ଲୋଭୀଯୌତୁକ ଲୋଭୀମାନେ ଗୋଟିଏ ବଧୂକୁ ହତ୍ୟା କରିଦେଲେ
							
Synonyms : ଲୋଲୁପା
Translation in other languages :
Meaning : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
							Example : 
							ସେ ଜଣେ ଲୋଭୀ ବ୍ୟକ୍ତି
							
Synonyms : ଲାଳସୀ, ଲିପ୍ସୁ, ଲୋଲୁପୀ
Translation in other languages :
Immoderately desirous of acquiring e.g. wealth.
They are avaricious and will do anything for money.Meaning : ଯିଏ ବହୁତ କୃପଣ
							Example : 
							ସେଠ୍ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ
							
Synonyms : କଞ୍ଜୁସ୍, କୃପଣ, ମକ୍ଷୀଚୋଷ୍
Translation in other languages :
जो बहुत ही कंजूस हो।
सेठ धनीराम मक्खीचूस है, एक पैसा भी खर्च करना नहीं चाहता।