Meaning : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
							Example : 
							ସେ ଜଣେ ଲୋଭୀ ବ୍ୟକ୍ତି
							
Synonyms : ଲିପ୍ସୁ, ଲୋଭୀ, ଲୋଲୁପୀ
Translation in other languages :
Immoderately desirous of acquiring e.g. wealth.
They are avaricious and will do anything for money.Meaning : ଲାଳସା ବ ଇଚ୍ଛା କରୁଥିବା ଲୋକ
							Example : 
							ସେ ନିଜ ଗୁରୁଙ୍କ ପାଦ ସେବା ନିମନ୍ତେ ଲାଳାୟିତ
							
Synonyms : ଲାଳାୟିତ
Translation in other languages :