Meaning : ଜଣେ ରାକ୍ଷସ
							Example : 
							ମାଳୀ ରାବଣର ଅଜା ଥିଲା
							
Translation in other languages :
Meaning : ବଗିଚାରେ ଥିବା ଗଛରେ ପାଣି ଦେବା ଏବଂ ସେଗୁଡ଼ିକ ରକ୍ଷଣାବେକ୍ଷଣ କରୁଥିବା ଲୋକ
							Example : 
							ମାଳୀ ଉଦ୍ୟାନରେ ନୂଆନୂଆ ଗଛ ଲଗାଉଛି
							
Synonyms : ଉଦ୍ୟାନପାଳକ, ଉଦ୍ୟାନରକ୍ଷକ
Translation in other languages :